ସାତ ବାର Sāta bāra
- ଦେ. ବି (ସଂ. ସପ୍ତ+ବାସର) — ସପ୍ତାହର ସାତ ଦିନ — Seven week-days
- ଦେ. ବି (ସଂ. ସପ୍ତ+ବାସର) — [ଦ୍ର—ରବି, ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି ଏମାନେ 7 ବାର ଅଟନ୍ତି] — [ଦ୍ର—ରବି, ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି ଏମାନେ7ବାର ଅଟନ୍ତି]
- ଦେ. ବି (ସଂ. ସପ୍ତ+ବାସର) — ସାତ ଥର — Seven times