ସାତ ଫେଣିଆ Sāta pheṇia

  • ଦେ. ବିଣ — ସପ୍ତ ଫଣୀ (ଦେଖ) — Sapta phaṇī (See)
  • ଦେ. ବି — ସପ୍ତ ଫଣା (ଦେଖ) — Sapta phaṇā (See)
  • ଦେ. ବି — ଏକପ୍ରକାର ମହୁମାଛି (ଏମାନେ ଏକ ସ୍ଥାନରେ ସପ୍ତ ଶାଖାଯୁକ୍ତ ଫଣା ବା ଚକ୍ର ତିଆରି କରିବାରୁ) — A species of bess; Apis Indica
  • ଦେ. ବି — [ଦ୍ର—ମହୁମାଛି ତଳେ ନୋଟ ଦେଖ]