ସାତ ପୂରି ଅମାବାସ୍ୟା Sātapūri amābāsyā
- ଦେ. ବି (ସଂ. ସପ୍ତପୂରିକା ବା ସପ୍ତପିତୃକା ଅମାବାସ୍ୟା — ଭାଦ୍ର ମାସର ଅମାବାସ୍ୟା — The new moon day of the month of 'Bhādra'
- ଦେ. ବି (ସଂ. ସପ୍ତପୂରିକା ବା ସପ୍ତପିତୃକା ଅମାବାସ୍ୟା — [ଦ୍ର—ଏହି ଅମାବାସ୍ୟାର ଅନ୍ଯ ନାମ କୌଶୀ ଅମାବସ୍ୟା। ଏ ଦିନ ଜଗନ୍ନାଥ ଓ ଲିଙ୍ଗରାଜ ମହାପ୍ରଭୁଙ୍କୁ ସାତପ୍ରକାରର ପୂରବିଶିଷ୍ଟ (ମତାନ୍ତରରେ ସାତ ପ୍ରକାରର) ପିଷ୍ଟକ ଭୋଗ କରାଯାଏ। ଏ ଦିନ ମଧ୍ୟ ପିତୃ— ଲୋକଙ୍କୁ ପିଣ୍ଡ ଦେବାର ବିଧି ଅଛି। ଏ ଦିନ ସ୍ତ୍ରୀମାନେ ସ୍ୱାମୀଙ୍କର ପୂଜା କଲେ ପୁତ୍ରବତୀ ହୁଅନ୍ତି ଓ ସାତ ଜନ୍ମ ପର୍ଯ୍ୟନ୍ତ ବିଧବା ହୁଅନ୍ତି ନାହିଁ।]