ସାତ ଜନମ Sāta janama
- ଦେ. ବି (ସଂ. ସପ୍ତ ଜନ୍ମ) — ସଂସାରରେ ବହୁ ଜନ୍ମ ଜନ୍ମାନ୍ତର — Various rebirths in the world; being born and reborn many times in this world
- ଦେ. ବି (ସଂ. ସପ୍ତ ଜନ୍ମ) — [ଦ୍ର—ପ୍ରବାଦ ଅଛି ଯେ, କାଳିଦାସ ଗଜମୂର୍ଖ ଥାଇ ନିଜର ସ୍ତ୍ରୀ ରାଜକୁମାରୀଙ୍କଠାରୁ ଅପମାନ ପାଇ ବିଦ୍ଯା— ବୁଦ୍ଧି ଲାଭ କରିବା ଆଶାରେ ସରସ୍ୱତୀଙ୍କ ଶରଣାପନ୍ନ ହେଲେ; ସରସ୍ୱତୀ ଯୋଗବଳରେ ଜାଣିଲେ ଯେ, କାଳିଦାସଙ୍କ କପାଳରେ ଏ ଜନ୍ମ କଥା ଦୂରେ ଥାଉ, ସାତ ଜନ୍ମରେ ସୁଦ୍ଧା ବିଦ୍ୟାଲାଭ ନାହିଁ। ଏଣେ କାଳିଦାସଙ୍କ ପ୍ରାର୍ଥନାତି— ଶଯ୍ଯରେ ବିଚଳିତା ହୋଇ ସରସ୍ୱତୀ ତାଙ୍କର ସାତ ଜନ୍ମ— ବ୍ୟାପି ମୂର୍ଖତା ଦୋଷ ଦୂର କରିବାପାଇଁ ତାଙ୍କୁ ସାତଥର ସ୍ୱୀୟ ଗର୍ଭକୁ ନେଇ ସାତଥର ଜନ୍ମ କରିବା ପରେ ତାଙ୍କୁ ବିଦ୍ୟାଲାଭରୂପ ବର ଦେଲେ ଓ ତହିଁ ଫଳରେ ମୂର୍ଖ କାଳିଦାସ ଅସାଧାରଣ ପଣ୍ଡିତ ହେଲେ।]