ସାତ ଘାଟରେ ପାଣି ପିଆଇବା Sāta ghāṭatre pāṇipiāibā

  • ଦେ. କ୍ରି — (ମର୍କଟରାଜ ବାଳି ରାବଣକୁ ପରାସ୍ତ କରି ନିଜ ଲାଙ୍ଗୁଡ଼ରେ ବାନ୍ଧି ତାକୁ ସାତ ସମୁଦ୍ରର ଜଳ ଖୁଆଇଥିବା ବିଷୟକ ପୌରାଣିକ କଥାକୁ ଲକ୍ଷ୍ୟ କରି) କୌଣସି ବ୍ଯକ୍ତିକୁ ନାନା ସ୍ଥାନକୁ ଯିବାକୁ ବାଧ୍ୟ କରି ହଇରାଣ କରିବା — To harass a person by obliging him to go from place to place