ସାତ ଘଡ଼ିଆ Sāta ghȧṟḍ̠iā

  • ଦେ. ବି (ଏହା ଦିନ ସାତ ଘଡ଼ି ବା ପ୍ରାୟ ଦ୍ୱିପ୍ରହରରେ ଫୁଟିବାରୁ) — ବନ୍ଧୁକ ପୁଷ୍ପ; ବଧୁଲି ଫୁଲ; ଦିପହରିଆ ଫୁଲ — Pentapetes Phoenecia (a flower)