ସାତ ଘର ବୁଡ଼ା Sāta ghara buṟḍ̠ā

  • ଦେ. ବିଣ. (ପୁଂ) — ଯେଉଁ ବ୍ଯକ୍ତି ଅନେକ ପରିବାରରେ ଅଶାନ୍ତି ବା କଳହ ବା ବିନାଶ ଘଟାଏ — A person who foments ruin or qurrel in several families