ସାତ ଖୁରା Sāta khurā

  • ଦେ. ବି — ପ୍ରଥମ ରଜସ୍ୱଳା ବାଳିକାର ପ୍ରଥମ ରାଜୋ— ଦର୍ଶନର ସପ୍ତମ ଦିନ ସାତ ଜଣ ଅହ୍ୟ ମାଇପିଙ୍କ ଦ୍ୱାରା ଦୂବ, ବରକୋଳି ପତ୍ର ଓ ହଳଦିଆ ଚାଉଳରେ ବନ୍ଦାପନା — A custom or rite of saluting a girl on the 7th day of her first menses