ସାତ କାମୁଡ଼ା Sāta kāmurḍā
- ଦେ. ବି — ଏକପ୍ରକାର କଳା ଷଟପଦୀ ପକ୍ଷହୀନ ପୋକ — A kind of biting insect
- ଦେ. ବି — [ଦ୍ର—ଏ ପୋକ ଲମ୍ବରେ 1 ଆଙ୍ଗୁଳ ଓ ଚେପ୍ଟା। ଏମାନଙ୍କ ଦେହ 3 ଭାଗରେ ବିଭକ୍ତ 2 —ମୁଣ୍ଡ, ପେଟ ଓ ଲାଞ୍ଜ। ଲାଞ୍ଜରେ ଦୁଇଟି ନାହୁଡ଼ ଅଛି ଓ ମୁହଁରେ ଦୁଇଟି ନାହୁଡ଼ ଅଛି। ଏମାନଙ୍କ କାମୁଡ଼ା ଜନ୍ଦା କାମୁଡ଼ା ପରି କଷ୍ଟପ୍ରଦ। ଏମାନଙ୍କର ଗୋଡ଼ ଦୁଇଗୋଟି; ପ୍ରବାଦ ଅଛି ଯେ, ଏହା ଥରେ କୌଣସି ମନୁଷ୍ୟକୁ କାମୁଡ଼ିଲେ ତାହାର ଅଙ୍ଗର ଅନ୍ଯ 6 ଗୋଟି ଅଙ୍ଗର କାମୁଡ଼ାରୁ ବିରତ ହୁଏ ନାହିଁ।] — [ଦ୍ର—ଏ ପୋକ ଲମ୍ବରେ1ଆଙ୍ଗୁଳ ଓ ଚେପ୍ଟା ଏମାନଙ୍କ ଦେହ3ଭାଗରେ ବିଭକ୍ତ2—ମୁଣ୍ଡ, ପେଟ ଓ ଲାଞ୍ଜ ଲାଞ୍ଜରେ ଦୁଇଟି ନାହୁଡ଼ ଅଛି ଓ ମୁହଁରେ ଦୁଇଟି ନାହୁଡ଼ ଅଛି ଏମାନଙ୍କ କାମୁଡ଼ା ଜନ୍ଦା କାମୁଡ଼ା ପରି କଷ୍ଟପ୍ରଦ ଏମାନଙ୍କର ଗୋଡ଼ ଦୁଇଗୋଟି; ପ୍ରବାଦ ଅଛି ଯେ, ଏହା ଥରେ କୌଣସି ମନୁଷ୍ୟକୁ କାମୁଡ଼ିଲେ ତାହାର ଅଙ୍ଗର ଅନ୍ଯ6ଗୋଟି ଅଙ୍ଗର କାମୁଡ଼ାରୁ ବିରତ ହୁଏ ନାହିଁ]
- ଦେ. ବି — ଏକ ପ୍ରକାର ପୋକ — The sliver fish insect; a species of insect; Lepisma Saccharina (called also shiner, sliver witch, silver moth and furniture bug)
- ଦେ. ବି — [ଦ୍ର—ଏମାନେ ଲମ୍ବରେ ଅଧ ଇଞ୍ଚ ପର୍ଯ୍ୟନ୍ତ ହୁଅନ୍ତି; ଲାଞ୍ଜ ପାଖେ ଦୁଇଟି ଓ ମୁହଁପାଖେ ଦୁଇଟି ନିଶ ଥାଏ। ଏମାନେ ପୁରୁଣା ବହିରେ ଓ ଲୁଗାପଟାରେ ଲାଗନ୍ତି। ଏମାନଙ୍କର ଗୋଡ଼ ଦୁଇଗୋଟି। ଏମାନଙ୍କ ଦେହ ଧଳା, ପାଉଁଶିଆ ଓ ଚକ— ଚକିଆ। ଏମାନଙ୍କୁ ମଳି ଦେଲେ ଦେହରୁ ଏକପ୍ରକାର ଧଳା ପାଉଁଶିଆ ଅତି ଛୋଟ କାତି ବା ରେଣୁ ବାହାରେ। ଏମାନେ ପକ୍ଷୀହୀନ। ଏମାନଙ୍କ ଦେହ ଚେପ୍ଟା।]