ସାତ କାଣ୍ଡ ରାମାୟଣ Sāta kāṇḍa rāmāyaṇa
- ଦେ. ବି — ରାମାୟଣ ପରି ବୃହତ୍ ଗ୍ରନ୍ଥ — A big book like the Rāmāyaṇa
- ଦେ. ବି — ଅତି ବୃହତ୍ ବ୍ୟାପାର — A very big matter
- ଦେ. ବି — [ଦ୍ର—ସାତ କାଣ୍ଡ ରାମାୟଣ ଶୁଣି, ପଚାରୁଛି ସୀତା ମାଈ କି ଅଣ୍ଡିରା। ଢଗ—ଏହା ଅମନୋଯୋଗୀ ବ୍ଯକ୍ତିପ୍ରତି ପ୍ରଯୋଜ୍ୟ ବାକ୍ୟ। ଯେଉଁ ଲୋକର ଆଗରେ ସାତ କାଣ୍ଡ ରାମାୟଣ ପଢ଼ା ଯାଇଥାଏ ସେ ତଦ୍ବର୍ଣ୍ଣିତ ବିଷୟମାନଙ୍କପ୍ରତି ମନୋ— ଯୋଗ ନ ଦେଇ ରାମାୟଣ ପାଠ ଶେଷ ହେବା ପରେ 'ସୀତା' କିଏ, ଏହା ଲକ୍ଷ କରି ନ ଥିବାରୁ ପଚାରେ "ସୀତା ପୁରୁଷ କି ସ୍ତ୍ରୀ?" ସେହିପରି କୌଣସି ବ୍ଯକ୍ତିର ନିକଟରେ ବର୍ଣ୍ଣିତ ବିଷୟର ଉଲ୍ଲେଖ ଶେଷ ହେବା ପରେ ସେ ଯଦ ମୂଳ ଉଦ୍ଦେଶ୍ୟ ବୁଝିବା ପାଇଁ ପ୍ରଶ୍ନ କରେ, ଏହିପରି ସ୍ଥଳରେ ଏ ବାକ୍ୟ ପ୍ରୟୋଗ କରାଯାଏ।]