ସାତ ଅହିଅ Sāta ahia
- ଦେ. ବି. (ସ୍ତ୍ରୀ) — ସାତଜଣ ସଧବା ସ୍ତ୍ରୀ ଲୋକ; ବରକନ୍ୟାକୁ ବନ୍ଦାପନା କରିବାରେ ଓ ଅନ୍ୟାନ୍ୟ ମଙ୍ଗଳ କାର୍ଯ୍ୟରେ ଏକତ୍ର ହେବା 7 ଜଣ ସଧବା ସ୍ତ୍ରୀ — ସାତଜଣ ସଧବା ସ୍ତ୍ରୀ ଲୋକ; ବରକନ୍ୟାକୁ ବନ୍ଦାପନା କରିବାରେ ଓ ଅନ୍ୟାନ୍ୟ ମଙ୍ଗଳ କାର୍ଯ୍ୟରେ ଏକତ୍ର ହେବା7ଜଣ ସଧବା ସ୍ତ୍ରୀ—Seven women (who have their husbands living) who are required in certain ceremonial rites in connection with a marriage of other auspicious function amongst the Hindus