ସାଣ୍ଡ୍ ଗ୍ଲାସ୍ Sāṇḍ-glās

  • ବୈଦେ. ବି (ଇଂ) — ତଳେ ଛିଦ୍ର ଥିବା ବାଲିପୂର୍ଣ୍ଣ ପାତ୍ର, ଯହିଁରୁ ବାଲି ଗଳିପଡ଼ିବାଦ୍ୱାରା ସମୟ ନିରୂପଣ କରାଯାଏ; ଖୁରି ଯନ୍ତ୍ର — Sand-glass