ସାଣ୍ଟିବା Sāṇṭibā

  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ଧାନ୍ୟାଦି କ୍ଷୁଦ୍ର ବସ୍ତୁକୁ ଏକତ୍ର ମିଶାଇବା — To mix up together small articles
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ଫେଣ୍ଟିବା — To intimately mix together
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ଧାନ ଆଦିକୁ କାଣ୍ଡିବା — To cleanse rice of the husk by husking or beating
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ଆଘାତ କରିବା — To beat; to strike
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ବଳପୂର୍ବକ ଠେଲିବା — To push with vigour
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ବଳପୂର୍ବକ ଉପର୍ଯ୍ୟୁପରି ଘଷିବା; ମଳିବା — to press repeatedly and vigorously
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ଆଣ୍ଟିବା; ସଂଲଗ୍ନ କରିବା — To fastern; to attach firmly
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ଅତ୍ୟାଚାର କରିବା — To oppress
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ବିପନ୍ନ କରିବା; ବିପଦରେ ପକାଇବା — To put a person to danger or difficulties
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — ବଙ୍କା ହୋଇଥିବା ପିଠିକୁ ସିଧା କରିବା — To stiffen or straighten one's back
  • ଦେ. କ୍ରି (ସଂ. ସଟ୍ଟ ଧାତୁ=ହିଂସା କରିବା) — (ବ୍ୟଙ୍ଗ) ବହୁତ ଗୁଡ଼ାଏ ଖାଇବା — (irony) To eat much