ସାଠ Sāṭha
- ଦେ. ବି — ଶାଣ୍ଠ (ଦେଖ) — Ṡāṇṭha (See)
- ଦେ. ବି — (ପାଠ ଶବ୍ଦର ଅର୍ଥହୀନ ସହଚର)— ଯେଉଁ ବୁଦ୍ଧି ବା ବିଚକ୍ଷଣତା ପୁସ୍ତକରୁ ବା ପାଠରୁ ମିଳି ନ ଥାଏ; ସାଂସାରିକ— ଅଭିଜ୍ଞତା — Sharpness of intellect which is not derived from book-learning wordly experience
- ଦେ. ବି — (ଉ—ଏମାନେ ପାଠରେ ଯାହା କରିବେ ମୁଁ ସାଠରେ ତାହା କରିବି—ରାଧାନାଥ, ବିବେକୀ।)
- ଦେ. ବି — ସାଂସାରିକ ବିଷୟ ବୁଦ୍ଧି — Common sense
- ଦେ. ବି — [ଦ୍ର—ସାଠ ଘର ପୁଅ ସାଠୁଆ—ଦେ. ପ୍ରବଚନ। ଅର୍ଥାତ୍ ସାଂସରିକବିଷୟବୁଦ୍ଧି— ସମ୍ପନ୍ନ ବଂଶରୁ ଜାତ ସନ୍ତାନମାନେ ସାଂସାରିକ ବିଷୟରେ ବୁଦ୍ଧିମାନ ହେବା ଦେଖାଯାଏ।]
- ଦେ. ବି — ବୁଦ୍ଧିର ବିଚକ୍ଷଣତା — Sharpness of intellect; intelligence