ସାଜି ମାଟି Sāji māṭi
- ଦେ. ବି (ସଂ. ସର୍ଜ୍ଜ+ମୃତ୍ତିକା) — କ୍ଷାରଯୁକ୍ତ ମୃତ୍ତିକା — Fuller's earth; natron; rhesoil
- ଦେ. ବି (ସଂ. ସର୍ଜ୍ଜ+ମୃତ୍ତିକା) — ସୋରା — Nitre; saltpetre
- ଦେ. ବି (ସଂ. ସର୍ଜ୍ଜ+ମୃତ୍ତିକା) — ଲୁଣି ମାରି ଯାଇଥିବା ମାଟି — Soil saturated with potassium or sodium