ସାଜ ସଜ୍ଜା Sāja sajjā
- ଦେ. ବି (ଫା. ସାଜ୍+ସଂ ସଜ୍ଜା ସହଚର ଶବ୍ଦ) — ବେଶର ଉପକରଣସମୂହ — Materials for dress or decoration
- ଦେ. ବି (ଫା. ସାଜ୍+ସଂ ସଜ୍ଜା ସହଚର ଶବ୍ଦ) — (ଉ—ଏ ପଦ ଗୌରବ ଏତେ ସାଜସଜ୍ଜା—ପ୍ରତି ତାର ତିଳେ ନାହିଁ ଚକ୍ଷୁଲଜ୍ଜା— ରାଧାନାଥ, ଦରବାର।)
- ଦେ. ବି (ଫା. ସାଜ୍+ସଂ ସଜ୍ଜା ସହଚର ଶବ୍ଦ) — ଆସବାବ୍; ଗୃହ ସଜ୍ଜା — Furniture