ସାଚି ଖାର Sāchi khāra

  • ଦେ. ବି (ସଂ. ସ୍ୱର୍ଜିକ୍ଷାର ବା ସ୍ୱର୍ଜିକାକ୍ଷାର; ଏହା ସାଚି ବା ଶ୍ୱେତ ଥିବାରୁ) — ଖାରି ମାଟି; ସାଜି ମାଟି — Rhesoil
  • ଦେ. ବି (ସଂ. ସ୍ୱର୍ଜିକ୍ଷାର ବା ସ୍ୱର୍ଜିକାକ୍ଷାର; ଏହା ସାଚି ବା ଶ୍ୱେତ ଥିବାରୁ) — ସୋଡ଼ା — Soda; sodium bicarbonate
  • ଦେ. ବି (ସଂ. ସ୍ୱର୍ଜିକ୍ଷାର ବା ସ୍ୱର୍ଜିକାକ୍ଷାର; ଏହା ସାଚି ବା ଶ୍ୱେତ ଥିବାରୁ) — ସୋଡ଼ିଅମ୍ ବା ପୋଟାସିୟମ ଓ ଅଙ୍ଗାର ଘଟିତ କ୍ଷାର— ବିଶେଷ — Carbonate of potash; carbonate of soda