ସାଙ୍ଗୋପାଙ୍ଗ Sāṅgopāṅga

  • ସଂ. ବିଣ (ସ+ଅଙ୍ଗ+ଉପାଙ୍ଗ) — ଅଙ୍ଗ ଉପାଙ୍ଗ ଯୁକ୍ତ; ପୂର୍ଣ୍ଣାଙ୍ଗ — Having all the limbs complete
  • ସଂ. ବିଣ (ସ+ଅଙ୍ଗ+ଉପାଙ୍ଗ) — ଯାହାର କୌଣସି ଅଂଶ ଖଣ୍ଡିଆ ବା ଅସମ୍ପୂର୍ଣ୍ଣ ରହି ନାହିଁ — Having none of the parts left incomplete
  • ସଂ. ବିଣ (ସ+ଅଙ୍ଗ+ଉପାଙ୍ଗ) — ଶାସ୍ତ୍ର ବା ବିଧି ନିର୍ଦ୍ଦିଷ୍ଟ ସମସ୍ତ ଅଙ୍ଗମାନ ଅନୁଷ୍ଠିତ ହୋଇଥିବା (କର୍ମ) — (any rite) Performed without the omission of any detail or part