ସାଙ୍ଗୋପାଙ୍ଗ ବେଦ Sāṅgopāṅga beda

  • ସଂ. ବି — (ଅଙ୍ଗ ଓ ଉପାଙ୍ଗ ସହିତ ବେଦ)— ଋକ୍, ଯଜୁଃ, ସାମ ରୂପ ତିନିଅଙ୍ଗ ଓ ଶିକ୍ଷା କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦଃ, ଜ୍ୟୋତିଷ, ରୂପ ଛଅ ଉପାଙ୍ଗଯୁକ୍ତ ସମଗ୍ର ବେଦ — All the Bedas with all the secondary branches of learning