ସାଙ୍ଗେ ସାଙ୍ଗେ Sāṅge sāṅge

  • ଦେ. କ୍ରି. ବିଣ — ସହିତ — With
  • ଦେ. କ୍ରି. ବିଣ — ସମଭିବ୍ଯାହାରରେ — In the company of; along with
  • ଦେ. କ୍ରି. ବିଣ — ଏକତ୍ର — Together
  • ଦେ. କ୍ରି. ବିଣ — ଏକ ସମୟରେ; ଯୁଗପତ୍ — Simultaneously; all at once
  • ଦେ. କ୍ରି. ବିଣ — ତତ୍ କ୍ଷଣାତ୍; ସେହିକ୍ଷଣି — Immediately; at once