ସାଙ୍ଗି ବାଉଁଶ Sāṅgi bāuñṡa
- ଦେ. ବି (ସଂ. ସଙ୍ଗୀ +ବଂଶ) — ଯେଉଁ ମଜଭୂତ ବାଉଁଶର ମଧ୍ୟଭାଗରେ ଭାରି ପଦାର୍ଥମାନଙ୍କୁ ଦଉଡ଼ା ଦ୍ୱାରା ଝୁଲାଇ ଉକ୍ତ ବାଉଁଶର ଦୁଇମୁଣ୍ଡକୁ କାନ୍ଧେଇ କରି ସ୍ଥାନାନ୍ତରିତ କରାଯାଏ — A strong pole with the help of which heavy things are removed by pairs of men shouldering it at both ends, while the things are suspended at the middle