ସାଙ୍ଗି ଦଉଡ଼ା Sāṅgi dauṟḍ̠ā

  • ଦେ. ବି — ଯେଉଁ ଦଉଡ଼ି ଦ୍ୱାରା ଖୁବ୍ ଭାରି ପଥର ଆଦିକୁ ବାନ୍ଧି ଝୁଲାଇ ଶାଙ୍ଗି ବାଉଁଶ ଦ୍ୱାରା କାନ୍ଧେଇ ସ୍ଥାନାନ୍ତରିତ କରାଯାଏ — A rope or chord with the help of which heavy things are removed from one place to another, suspended in the middle of a pole on the shoulders of pairs of persons