ସାଙ୍ଗସୋବତି Sāṅgasobati
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ସାଙ୍ଗ ମୋହବତିଆ; ଯେଉଁ ବ୍ଯକ୍ତି ସଙ୍ଗୀମାନଙ୍କ ଅନୁରୋଧ ଏଡ଼ି ନ ପାରି କୌଣସି କାର୍ଯ୍ୟ କରେ; ଯେଉଁ ବ୍ଯକ୍ତି ସଙ୍ଗୀମାନଙ୍କ ମୁହଁ ଭାଙ୍ଗି ପାରେ ନାହିଁ — A person who is prone to do acts to please his friends
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେଉଁ ବ୍ଯକ୍ତି ସଙ୍ଗୀମାନଙ୍କ ମେଳରେ କାଳ କଟାଏ — A person who passes his time with his companions
- ଦେ. ବି — ସାଙ୍ଗ ସୋବତ୍ (ଦେଖ) — Sāṅga sobat (See)