ସାଙ୍ଗ ସୋହବତ୍ Sāṅga sohabat
- ଦେ. ବି (ସହଚର ଶବ୍ଦ; ସଂ ସଙ୍ଗ ଓ ଫା. ସୋହବତ୍) — ଏକସଙ୍ଗ ଓ ସହବାସରେ ଥିବା ବ୍ଯକ୍ତିଗଣ — Persons who live and move together
- ଦେ. ବି (ସହଚର ଶବ୍ଦ; ସଂ ସଙ୍ଗ ଓ ଫା. ସୋହବତ୍) — ନର୍ମ ସହଚର — Boon companion
- ଦେ. ବି (ସହଚର ଶବ୍ଦ; ସଂ ସଙ୍ଗ ଓ ଫା. ସୋହବତ୍) — (ମୋହବତ ଅର୍ଥରେ ସୋହବତ୍ ଶବ୍ଦର ଭ୍ରମ ଜନକ ପ୍ରଯୋଗ) ସାଙ୍ଗମାନଙ୍କ ମୋହବତ; ସଙ୍ଗୀ— ମାନଙ୍କ ଅନୁରୋଧ ଉପରୋଧ — Request of one's friends
- ଦେ. ବି (ସହଚର ଶବ୍ଦ; ସଂ ସଙ୍ଗ ଓ ଫା. ସୋହବତ୍) — ସଙ୍ଗୀମାନଙ୍କ ଚକ୍ଷୁଲଜ୍ଜା — Susceptibility or sensitiveness to please one's friends
- ଦେ. ବି (ସହଚର ଶବ୍ଦ; ସଂ ସଙ୍ଗ ଓ ଫା. ସୋହବତ୍) — ସଙ୍ଗ ମେଳ; ସହ— ଚରତ୍ୱ — Companionship; company of friends