ସାଙ୍ଗ ସାଥି Sāṅga sāthi

  • ଦେ. ବି (ସଂ. ସଙ୍ଗ ଓ ସଖା) — ସଙ୍ଗୀ ଓ ସହଚର — Companion
  • ଦେ. ବି (ସଂ. ସଙ୍ଗ ଓ ସଖା) — କ୍ରୀଡ଼ା ସଙ୍ଗୀ — Playmate
  • ଦେ. ବି (ସଂ. ସଙ୍ଗ ଓ ସଖା) — ଆମୋଦ ସଙ୍ଗୀ — A companion in amusements; a boon companion
  • ଦେ. ବି (ସଂ. ସଙ୍ଗ ଓ ସଖା) — ସହଚରମାନଙ୍କ ସହିତ ଏକତ୍ର ଆମୋଦ ପ୍ରମୋଦ — Amusements enjoyed in the company of one's mates