ସାଙ୍କୃତି Sāṅkṛuti

  • ସଂ. ବି. ପୁଂ (ନାମ) — ବୈୟାଘ୍ର୍ୟପାଦ୍ୟଗୋତ୍ରଜ ପ୍ରବରପ୍ରବର୍ତ୍ତକ ମୁନିବିଶେଷ — Name of a sage who was the forefather of Prabara
  • ସଂ. ବି. ପୁଂ (ନାମ) — [ଦ୍ର—ବୈୟାଘ୍ର୍ୟପାଦ୍ୟଗୋତ୍ରଜ ଓ ସାଙ୍କୃତିପ୍ରବରଜାତ ଅପୁତ୍ରକ ଭୀଷ୍ମଦେବଙ୍କୁ ତର୍ପଣ କରାଯାଏ।]