ସାଙ୍କୁଡ଼୍ ପାଙ୍କୁଡ଼୍ ହେବା Sāṅkuṟḍ̠-pāṅkuṟḍ̠ hebā

  • ଦେ. କ୍ରି (ଶୀତରେ ବା ଭୟରେ) ଯାକିଯୁକି ହେବା; ଅଙ୍ଗପ୍ରତ୍ୟଙ୍ଗକୁ ଯାକିବା ବା ସଙ୍କୁଚିତକରିବା — To contract or draw in one's limbs (on account of cold or fright)