ସାଙ୍କୁଡ଼େଇବା Sāṅkurdeibā

  • ଦେ. କ୍ରି — ସାଙ୍କୁଡ଼ିବା କ୍ରିୟାର ଣିଜନ୍ତରୂପ — The causative form of 'Saṅkuṟḍ̠ibā'
  • ଦେ. କ୍ରି — ସଙ୍କୁଚିତ କରିବା — To contract
  • ଦେ. କ୍ରି — (ଉ—ପାଞ୍ଚଶ ବାଡ଼ି ମାଡ଼ ପାଇ ଆଣ୍ଟ କରି, ପିଠିଟି ଦେଉଅଛି ସାଙ୍କୁଡ଼ାଇ କରି—କୃଷ୍ଣସିଂହ, ମହାଭାରତ, ବନ।)