ସାଙ୍କୁଡ଼ୁ ପାଙ୍କୁଡ଼ୁ Sāṅkuṟḍ̠u pānkuṟḍ̠u
- ଦେ. ବିଣ (ସଂ. ସଙ୍କୁଚିତ) — ଶୀତ ବା ଭୟ ଯୋଗୁଁ ଯେ ଅଙ୍ଗପ୍ରତ୍ୟଙ୍ଗକୁ ସଙ୍କୁଚିତ କରିଥାଏ — Contracting the limbs (for fear or cold)
- ଦେ. ବିଣ (ସଂ. ସଙ୍କୁଚିତ) — ସଙ୍କୁଚିତ — Contracted; drawn in
- ବି — (ଶୀତାର୍ତ୍ତ ବା ଭୀତତ୍ରସ୍ତ) ଅଙ୍ଗ ପ୍ରତ୍ୟଙ୍ଗକୁ ଯାକିଯୁକି ବସିଥିବା ବ୍ଯକ୍ତି — A person who sits by contracting or drawing in his limbs
- ବି — (ଯଥା—ସାଙ୍କୁଡ଼ ପାଙ୍କୁଡ଼ ପୁଞ୍ଜିଏ—ଢଗ=ଶୀତଋତୁ 4 ମାସ; ଏହି ଋତୁରେ ଲୋକେ ଶୀତ ଯୋଗୁଁ ଯାକିଯୁକି ହୋଇ ବସନ୍ତି।) — (ଯଥା—ସାଙ୍କୁଡ଼ ପାଙ୍କୁଡ଼ ପୁଞ୍ଜିଏ—ଢଗ=ଶୀତଋତୁ4ମାସ; ଏହି ଋତୁରେ ଲୋକେ ଶୀତ ଯୋଗୁଁ ଯାକିଯୁକି ହୋଇ ବସନ୍ତି)