ସାଙ୍କୁଡ଼ା Sāṅkuṟḍ̠a

  • ଦେ. ବି. (ସଂ. ସଙ୍କୋଚନ) — ଅଙ୍ଗାଦିର ସଙ୍କୋଚନ — Contracting (of one's limbs); compressing; drawing in
  • ଦେ. ବିଣ — ସଙ୍କୁଚିତ — Contracted