ସାଙ୍କୁ଼ଡ଼ିବା Sāṅkuṟḍ̠ibā

  • ଦେ. କ୍ରି (ସଂ. ସଙ୍କୁଚିତ) — (ସକର୍ମକ)— (ଅଙ୍ଗପ୍ରତ୍ୟଙ୍ଗାଦିକୁ) ସଙ୍କୁଚିତ କରିବା — To contract; to draw in together one's limbs
  • ଦେ. କ୍ରି (ସଂ. ସଙ୍କୁଚିତ) — (ଅକର୍ମକ)—ସଙ୍କୁଚିତ ହେବା — To become contracted or drawn in
  • ଦେ. କ୍ରି (ସଂ. ସଙ୍କୁଚିତ) — (ଲକ୍ଷଣାର୍ଥ)—ଭୟତ୍ରସ୍ତ ହେବା — (figurative) To be affrighted or terror-struck;
  • ଦେ. କ୍ରି (ସଂ. ସଙ୍କୁଚିତ) — [ଉ—ଛଞ୍ଚାଣକୁ ଦେଖିବା କପୋତ ପକ୍ଷୀରୂପେ, ପରଶୁରାମଙ୍କୁ ଦେଖି ସାଙ୍କୁଡ଼ିଲେ ଭୂପେ— ତୁଳସୀ ବିକ୍ରମରାମାୟଣ।]