ସାଙ୍କୁ଼ଡ଼ି ହେବା Sāṅkuṟḍ̠i hebā

  • ଦେ. କ୍ରି [ସଂ. ସଙ୍କୁଚିତ] — [ସାଙ୍କୁଡ଼ିବା କ୍ରିୟାର କର୍ମବାଚ୍ୟରେ ରୂପ]— ସଙ୍କୁଚିତ ହେବା — To become contracted
  • ଦେ. କ୍ରି [ସଂ. ସଙ୍କୁଚିତ] — ଶୀତ ବା ଭୟରେ ଯାକିଯୁକି ହେବା — To be shrivelled up or contracted with fear or cold