ସାଗ୍ନିକ Sāgnika

  • ସଂ. ବିଣ. ପୁଂ (ସ=ସହିତ+ଅଗ୍ନି=ଯଜ୍ଞାଗ୍ନି+କ) — ନିରନ୍ତର ଯଜ୍ଞାଗ୍ନିର ରକ୍ଷାକାରୀ; ଅଗ୍ନି— ହୋତ୍ରୀ (ବ୍ରାହ୍ମଣ); ସ୍ମାତକ — (a Brāhmaṇa) Who daily performs vedic fire-worship and preserves the sacrificial fire at his house perpetually
  • ସଂ. ବିଣ. ପୁଂ (ସ=ସହିତ+ଅଗ୍ନି=ଯଜ୍ଞାଗ୍ନି+କ) — [ଦ୍ର—ପୂର୍ବେ ବ୍ରାହ୍ମଣମାନେ ସାଗ୍ନିକ ହେଉଥିଲେ। ଉପନୟନ ବେଳେ ଯେଉଁ ହୋମାଗ୍ନି ପ୍ରଜ୍ଜ୍ୱାଳିତ ହେଉ— ଥିଲା, ଉପନୀତ ବ୍ରାହ୍ମଣ ତାକୁ ଯତ୍ନପୂର୍ବକ ଦିନ ରାତି ଜଳାଇ ରଖି ସେଥିରେ ପ୍ରତିଦିନ ହୋମ କରୁଥିଲେ ଓ ସେହ ଅଗ୍ନିରେ ତାଙ୍କ ଶବ ଦାହ ହେଉଥିଲା।]