ସାଗିରଥ୍ Sāgirath

  • ବୈଦେ. ବି (ଫା. ସାଗିର୍ଦ) — ଗୁରୁଙ୍କ ଶିଷ୍ୟ — A disciple
  • ବୈଦେ. ବି (ଫା. ସାଗିର୍ଦ) — ଯେ ଓସ୍ତାତ୍ଙ୍କଠାରୁ ମଲ୍ଲବିଦ୍ୟା ବା ସଙ୍ଗୀତ ବିଦ୍ଯା ଶିଖିଥାଏ — A pupil of an athlete or musician