ସାଗି ଦେବା Sāgidebā
- ଦେ. କ୍ରି [ସକର୍ମକ] — ଦେହର ମଧ୍ୟଭାଗକୁ ନୂଆଁଇବା — To sag; to bend the body in the middle
- ଦେ. କ୍ରି [ସକର୍ମକ] — (ତୁଳନାକର—ଇଂ ଅକର୍ମକ — To sagସାଗ୍=ନଇଁଯିବା)
- ଦେ. କ୍ରି [ସକର୍ମକ] — [ଦ୍ର—ଘୋଡ଼ା ପ୍ରସ୍ରାବ କଲାବେଳକୁ ତା ପିଠିକୁ ସାଗିଦିଏ; ମନୁଷ୍ୟ ଅଳସ ଭାଙ୍ଗିଲାବେଳକୁ ତା ପିଠିକୁ ସାଗି ଦିଏ।