ସାଗରାନ୍ତ Sāgarānta
- ସଂ. କ୍ରି. ବିଣ — ସମୁଦ୍ର ପର୍ଯ୍ୟନ୍ତ — Upto the ocean
- ସଂ. କ୍ରି. ବିଣ — [ଉ—ସାଗରାନ୍ତ କରି ସେ କ୍ଷିତିକି ଧର୍ମରେ କଲେ ପାଳନା ସେ ନୃପତି ନିରନ୍ତରେ—କୃଷ୍ଣସିଂହ, ମହାଭାରତ, ଆଦି।]
- ସଂ. ବିଣ (ବହୁବ୍ରୀହି) — ସାଗର ଯାହାର ସୀମା — Bounded by the sae; having the sea as the limit