ସାଗର ସ୍ନାନ Sāgara snāna
- ସଂ. ବି ( 7 ମୀ ତତ୍) — ସମୁଦ୍ରରେ ଗାଧୁଆ — A sea-bath
- ସଂ. ବି ( 7 ମୀ ତତ୍) — ଶୁଭ ଯୋଗ ବିଶେଷ; ଯେଉଁ ଯୋଗରେ ସମୁଦ୍ରରେ ସ୍ନାନ କଲେ ମହା ପୁଣ୍ଯ ହୁଏ — An auspicious period during which a bath in the sea is deemed very meritorious
- ଦେ. ବି — ଜ୍ୟୈଷ୍ଠ ଶୁକ୍ଳ ଦଶମୀ; ଦସହରା — The 10th day of the bright lunar fortnight of Jya̲i̱shṭha