ସାଗର ମେଖଳ Sāgara mekhaḻā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ସାଗର ଅଟେ ନେମି ବା ପ୍ରାନ୍ତଭାଗ ଯାହାର) — ଚାରିପାଖରେ ସମୁଦ୍ର ଦ୍ୱାରା ପରିବେଷ୍ଟିତ — Surrounded by the ocean; ocean-girt
  • ବି. ସ୍ତ୍ରୀ — ପୃଥିବୀ — The earth