ସାଗର ପେଶା Sāgara peṡa

  • ବୈଦେ. ବି (ଫା—ଶାଗିର୍ଦ୍ ପେଶା) — ବର୍ଣ୍ଣସଙ୍କର ଜାତି ବିଶେଷ — A mixed caste
  • ବୈଦେ. ବି (ଫା—ଶାଗିର୍ଦ୍ ପେଶା) — ଗୋଲାମଜାତି; କରଣଙ୍କର ଓ ଉତ୍କଳର ଉପନିବେଶୀ ବଙ୍ଗୀୟ କାୟସ୍ଥଙ୍କର ରକ୍ଷିତା ସ୍ତ୍ରୀ ଗର୍ଭଜାତ ସନ୍ତାନଙ୍କ ଜାତି — A caste of half breed born of concubines kept by Karaṇas and Bengalees who colonised in Orissa