ସାଗର ଗାମିନୀ Sāgaragāminī

  • ସଂ. ବି. ସ୍ତ୍ରୀ (ସାଗରଗାମିନ୍+ସ୍ତ୍ରୀ. ଈ) — ସ୍ରୋତସ୍ୱତୀ; ନଦୀ (ଯାହା ସମୁଦ୍ରରେ ପଡ଼ିଅଛି) — A river (flowing into the sea.)
  • ସଂ. ବିଣ. ସ୍ତ୍ରୀ — ସାଗରଗାମୀର ସ୍ତ୍ରୀଲିଙ୍ଗ — Feminine of Sāgaragāmī