ସାଗର କେଶରୀ Sāgara keṡarī

  • ଦେ. ବି (ତୁଲ୍ୟାର୍ଥ ବହୁବ୍ରୀହି; ସାଗରରେ କେଶରୀ ସ୍ୱରୂପ) — (ଲକ୍ଷଣାର୍ଥ) ଜାହାଜ — A ship
  • ଦେ. ବି (ତୁଲ୍ୟାର୍ଥ ବହୁବ୍ରୀହି; ସାଗରରେ କେଶରୀ ସ୍ୱରୂପ) — (ଉ—ସାଗର କେଶରୀ ସଞ୍ଚାଳି କେଶର, ଗରଜେ ଯେ କାଳେ ଉଗାରି ଅନଳ। ମଧୁସୂଦନ, କବିତା।)