ସାକ୍ଷି ସାବିତ୍ Sākshi sābit

  • ଦେ. ବି (କଚିରିଆ)—(ସଂ. ସାକ୍ଷୀ ଓ ଫା. ସୁବୁଦ୍=ପ୍ରମାଣ) — ସାକ୍ଷୀ ପ୍ରମାଣ; ସାକ୍ଷୀଦ୍ୱାରା କୌଣସି ଘଟନାକୁ ପ୍ରମାଣିତ କରାଇବା — Evidence or proof of any matter adduced by a witness