ସାକ୍ଷି ସମନ Sākshi samana

  • ଦେ. ବି (କଚିରିଆ)—(ସଂ. ସାକ୍ଷୀ ଓ ଇଂ ସମନ୍ସ୍) ସାକ୍ଷୀଙ୍କର ଅଦାଲତରେ ହାଜର ହେବା ପାଇଁ ଅଦାଲତଙ୍କ ମୋହରଯୁକ୍ତ ଆଦେଶ ଲିପି — Summons to a witness