ସାକ୍ଷି ମୂଚିଲିକା Sākshi muchilikā

  • ଦେ. ବି (କଚିରିଆ) — ଏକ ତାରିଖରେ ଅଦାଲତରେ ଉପସ୍ଥିତ ହୋଇଥିବା ସାକ୍ଷୀ ଅନ୍ଯ ଧାର୍ଯ୍ୟ ତାରିଖରେ ପୁନର୍ବାର ସମନ କରା ନ ଯାଇ ମନକୁ ନିଜେ ଆସି ହାଜର ହେବା ପାଇଁ ଯେଉଁ ସ୍ୱୀକାର ପତ୍ର ଅଦାଲତରେ ଦସ୍ତଖତ କରି ଦିଅନ୍ତି — Personal recognisance taken from a witness (who attends court) to appear on the next date without issue of fresh summons