ସାକ୍ଷି ମିଆଦି Sākshi miādi

  • ଦେ. ବି (କଚିରିଆ) — ସାକ୍ଷୀଙ୍କ ଉପରେ ସମନ ଜାରି କରିବାକୁ ଯିବା ପିଆଦାର ଖରଚା ପାଇଁ ସମନ ପାଇଁ ପ୍ରାର୍ଥନାକାରୀ ପକ୍ଷ ଅଦାଲତରେ ଯେଉଁ କୋଟଫିସ୍ ଦାଖଲ କରେ — Process fees deposited in court by a person who prays for summoning a witness