ସାକ୍ଷି ପଡ଼ିବା Sākshi paṟḍ̠ibā

  • ଦେ. କ୍ରି (କଚିରିଆ) — କୌଣସି ସାକ୍ଷୀ ନିଜର ନାମ ବା ଦସ୍ତଖତ କୌଣସି ଦଲିଲରେ ଲେଖିବା — To attest a document (by signing one's name or putting one's mark thereon.)