ସାକ୍ଷି ପକାଇବା Sākshi pakāibā

  • ଦେ. କ୍ରି (କଚିରିଆ) — କୌଣସି ବ୍ଯକ୍ତିକୁ କୌଣସି ଦଲିଲର ସାକ୍ଷୀରୂପେ ଦସ୍ତଖତ କରାଇବା — To make or get a person attest a deed
  • ଦେ. କ୍ରି (କଚିରିଆ) — (ଲେଖକ) ନିରକ୍ଷର ସାକ୍ଷୀର ନାମ ଓ ସନ୍ତକ ଦଲିଲରେ ଲେଖିବା — (the writer of a deed) To write out the name or mark of an illiterate person as a witnesses to a deed