ସାକ୍ଷି ଦ୍ୱୈଧ Sākshi dwa̲i̱dha
- ସଂ. ବି (ସଂ. ସାକ୍ଷିନ୍+ଦ୍ୱୈଧ; 6 ଷ୍ଠୀ ତତ୍) — ଏକ ଘଟନା ସମ୍ବନ୍ଧେ ଭିନ୍ନ ଭିନ୍ନ ସାକ୍ଷୀମାନେ ଦୁଇ ପ୍ରକାର କଥା ସାକ୍ଷ୍ୟ ଦେବା — Contradictory versions of the same thing by different witnesses
- ସଂ. ବି (ସଂ. ସାକ୍ଷିନ୍+ଦ୍ୱୈଧ; 6 ଷ୍ଠୀ ତତ୍) — ଏକ ଘଟନା ସମ୍ବନ୍ଧେ ବିପରୀତବାଦୀ ଦୁଇ ଜଣ ସାକ୍ଷୀ — Two witnesses contradicting each other