ସାକ୍ଷି ଗଭା Sākshi gabhā

  • ଦେ. ବି (କଚିରିଆ; ଏକାର୍ଥକ ସହଚର ଶବ୍ଦ; ସଂ. ସାକ୍ଷୀ ଓ ଫା. ଗଭାଇ) — ସାକ୍ଷୀ — Witness
  • ଦେ. ବି (କଚିରିଆ; ଏକାର୍ଥକ ସହଚର ଶବ୍ଦ; ସଂ. ସାକ୍ଷୀ ଓ ଫା. ଗଭାଇ) — ସାକ୍ଷୀ ଓ ପ୍ରମାଣ — Evidence and testimony of a witness