ସାକ୍ଷି ଖୁରାକି Sākshi khurāki

  • ଦେ. ବି (କଚିରିଆ) — ଅଦାଲତକୁ କୌଣସି ସାକ୍ଷୀକୁ ସମନ କରିବା ବ୍ଯକ୍ତି ଉକ୍ତ ସାକ୍ଷୀର ଖାଇବା ଖରଚ ପାଇଁ ଯେଉଁ ଖରଚା ସମନ କାଲବେଳେ ଅଦାଲତରେ ଜମା କରେ — Diet money deposited in court for a witness whom a party summons